Thank You, Thank You Bhagaban ଡ. ବିବୁଧରଞ୍ଜନ
Step into an infinite world of stories
5
Religion & Spirituality
ଯେଉଁ ଅଦୃଶ୍ୟ ଈଶ୍ୱର ଏ ସୃଷ୍ଟି ରଚନା କରିଛନ୍ତି, ସେ ଏ ପୃଥିବୀକୁ ଗଢ଼ିଛନ୍ତି କେବଳ ଏଇ ସକାଶେ ଯେ ମଣିଷର ଅନନ୍ତ ଯାତ୍ରାପଥରେ ସେ କିଛି ସମୟ ପାଇଁ ଏଠାରେ ବିଶ୍ରାମ ନେଇ ପାରିବ! ଏ ଜୀବନ ହେଲା ଏକ ବିଶ୍ରାମ ଗୃହ! ଏକ ଧର୍ମଶାଳା! କିଛି ସମୟ ପାଇଁ ଥକା ମେଣ୍ଟାଇବାକୁ ଏହି ଧର୍ମଶାଳାରେ ରହିଯିବାକୁ ପଡେ! କିନ୍ତୁ ଏହାକୁ ଘର ବୋଲି ଧରିନିଅ ନାହିଁ!.. ଏମିତି କିଛି ଗଭୀର ଜୀବନଦର୍ଶନର କଥା କହେ ଡ. ବିବୁଧରଞ୍ଜନଙ୍କ ଏହି ଆଧ୍ୟାତ୍ମିକ ପୁସ୍ତକ...
© 2021 Storyside IN (Audiobook): 9789354345395
Release date
Audiobook: 12 May 2021
English
India