5
Short stories
ଜଗଦୀଶ ମହାନ୍ତି ଓଡ଼ିଆ କଥାସାହିତ୍ୟର ପରୀକ୍ଷାଗାରରେ ଜଣେ ନିଷ୍ଠାପର ବୈଜ୍ଞାନିକ। ନାନା ଖୋଳ୍ତାଡ୍, କସରତ୍, କାରିଗରୀରେ ଭରା ତାଙ୍କ ଗଳ୍ପର ଗମ୍ଭିରୀ ଘର। ବିଶେଷକରି ପ୍ରେମଗଳ୍ପ ରଚନାରେ ସେ ତାଙ୍କ ଅଦ୍ୱିତୀୟ ଅନୁଶୀଳନ ଓ ଶିଳ୍ପୀପ୍ରବଣତାର ପରିଚୟ ଦେଇଛନ୍ତି। ‘ପ୍ରେମ ଅପ୍ରେମ’ ବହିରେ ରହିଛି ଶ୍ରୀ ମହାନ୍ତିଙ୍କର କିଛି ପ୍ରତିନିଧିସ୍ଥାନୀୟ ପ୍ରେମଗଳ୍ପ, ଯାହା ପ୍ରେମଭୁକ୍ ପାଠକ ଓ ସାହିତ୍ୟପ୍ରେମୀଙ୍କୁ ପ୍ରେମମନସ୍କ କରିବାକୁ ବାଧ୍ୟ। ଏ ବହିର ସବୁଯାକ ଗଳ୍ପ ଆପଣଙ୍କୁ ଆଚ୍ଛନ୍ନ କରିରଖିବ - ଏଥିରେ ସନ୍ଦେହ ନାହିଁ।
© 2021 Storyside IN (Audiobook): 9789354835551
Release date
Audiobook: 16 July 2021

Step into an infinite world of stories
Overall rating based on 1 ratings
Download the app to join the conversation and add reviews.
English
India