Short stories
“ସେଦିନ ରାତିରେ ବିଛଣାରେ ମୁଁ ତାକୁ ନିୟମ ମୁତାବକ ମୋ’ ଆଡ଼କୁ ଟାଣିଆଣିଲି । ସେ ମତେ ଜଳାଇବା ପାଇଁ ହୁଏତ ଗୋଟାଏ ଲାଲ୍ ଶାଢ଼ି ପିନ୍ଧିଥିଲା । ବିସ୍ତୃତ ଧଳାବିଛଣାର ସେପଟରୁ ସେ ଯେତେବେଳେ ଗଡ଼ିଆସିଲା, ମତେ ଲାଗିଲା, ଅବା ଗୋଟାଏ ପ୍ରକାଣ୍ଡ ଲାଲ୍ ମାଛ ମୋ ଆଡ଼କୁ ପହଁରିଆସୁଛି ।” ଏଭଳି ରୋମାଣ୍ଟିକ୍ ଉପସ୍ଥାପନାର ଚମତ୍କାର ଗପସବୁ ଶୁଣନ୍ତୁ ଦେବଦାସ ଛୋଟରାୟଙ୍କ ‘ଲାଲ ମାଛ’ ସଂକଳନରୁ ଅନୀଲ ପଟ୍ଟନାୟକଙ୍କ ସ୍ୱରରେ...
© 2022 Storyside IN (Audiobook): 9789354835391
Release date
Audiobook: 3 April 2022

Step into an infinite world of stories
No reviews yet
Download the app to join the conversation and add reviews.
English
India